ସ୍ତ୍ରୀ- ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ?
ସ୍ୱାମୀ- ମୁଁ ବସି ଭାବିବି।
ସ୍ତ୍ରୀ- କ’ଣ?
ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ।
from Odisha Reporter https://ift.tt/2q6J6qu
No comments:
Post a Comment