ବାରହାକୁ ଧକ୍କା ଦେଲା ବାଇକ୍‌, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ବାରହାକୁ ଧକ୍କା ଦେଲା ବାଇକ୍‌, ଜଣେ ଗୁରୁତର

ମୋହନା(ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁ ନିକଟରେ ବାରହାକୁ ଧକ୍କା ଦେଇ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଜଣଙ୍କ ହେଲେ କପାଖାଲ ଗାଁର ଏରନା ଗମାଙ୍ଗ ।

ଆଜି ଭୋରରୁ ଏରନା ଗମାଙ୍ଗ ଗୋବିନ୍ଦପୁର ଗାଁରୁ ନିଜ ଘରକୁ ବାଇକ୍‌ ଯୋଗେ ଫେରୁଥିଲେ। କମଳାପୁର ଗାଁ ନିକଟସ୍ଥ ଜଙ୍ଗଲରେ  ଏକ ବାରହା ପଲ ରାସ୍ତା ପାର ହେଉଥିଲେ । ଏରନା ହଠାତ୍‌ ଏକ ବାରହାକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ କମଳାପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।



from Odisha Reporter https://ift.tt/35Q2abQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages