ଅଧା ଦରମା ସ୍ତ୍ରୀ’ର, ତଥାପି ଖୁସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ଅଧା ଦରମା ସ୍ତ୍ରୀ’ର, ତଥାପି ଖୁସି

ସ୍ତ୍ରୀକୁ ଛାଡ଼ପତ୍ର ଦେଇ କୋର୍ଟ ବାହାରେ ଠିଆ ହୋଇଥିଲା ବାପୁ।

ପପୁ- କିରେ ତୁ ଛାଡ଼ପତ୍ର ଦେଇଦେଲୁ ତୋ ସ୍ତ୍ରୀକୁ?
ବାପୁ- ହଁ।
ପପୁ- ହେଲେ ତୁ ଏତେ ଖୁସି କାହିଁକି ଅଛୁ।
ବାପୁ ମୋତେ ଏବେ ମୋ ସ୍ତ୍ରୀର ଭରଣ ପୋଷଣ ପାଇଁ ମୋ ଦରମାରୁ ଅଧା ଟଙ୍କା ଦେବାକୁ ହେବ।
ପପୁ- ଏଥିରେ ଖୁସି ହେବାର କ’ଣ ଅଛି? ଏଇଟା ତ ଦଣ୍ଡ ପରି ଲାଗୁଛି।
ବାପୁ- ଆରେ ଆଗରୁ ସବୁ ଦରମା ସେ ନେଇ ଯାଉଥିଲା। ଏବେ ତ ଅଧା ନେବ। ଅଧା ତ ମୋ ପାଖରେ ରହିବ ନା!



from Odisha Reporter https://ift.tt/2SkAMPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages