ଚୌଦ୍ୱାର ମୁହାଁଇଲେ ହାତୀପଲ, ଲୋକେ ଛାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ଚୌଦ୍ୱାର ମୁହାଁଇଲେ ହାତୀପଲ, ଲୋକେ ଛାନିଆ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଚୌଦ୍ୱାର ସହର ଅଭିମୁଖେ ଏକ ହାତୀପଲ ମାଡ଼ି ଚାଲିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ପଲରେ ୧୪ଟି ହାତୀ ଥିବା ଜଣାଯାଇଛି। ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲୁ ରହିଥିଲେ ବି ହାତୀ କାଜୁ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି।

ବନବିଭାଗ ପକ୍ଷରୁ ବାଣ ଓ ନିଆଁହୁଳା ସାହାଯ୍ୟରେ ହାତୀ ଘଉଡାଇବାକୁ ଚେଷ୍ଟା ଜାରି ରହିଛି। ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ୨ଟି ହାତୀ ଚାଲିଯାଇଥିବାବେଳେ ଏବେବି ୧୨ଟି ହାତୀ ଜଙ୍ଗଲରେ ଲୁଚି ରହିଛନ୍ତି । ସମସ୍ତ ହାତୀ ଚନ୍ଦକା ଜଙ୍ଗଲରୁ ଆସିଥିବା ବନବିଭାଗ ଅଧିକାରୀ କହୁଛନ୍ତି। ଆସନ୍ତାକାଲି ସୁଦ୍ଧା ହାତୀପଲକୁ ଆଠଗଡ଼ ଜଙ୍ଗଲ ଆଡକୁ ଘଉଡାଇ ଦିଆଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି।



from Odisha Reporter https://ift.tt/2Ey0XdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages