ଧୂପକାଠି ନିଆଁରୁ ଜଳିଗଲା ଗୋଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଧୂପକାଠି ନିଆଁରୁ ଜଳିଗଲା ଗୋଦାମ

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଧୂପକାଠିରୁ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭଦ୍ରକ ଜିଲ୍ଲା ଏରେଇଁ ପଞ୍ଚାୟତ ବିଶାଣିଖରିଦା ଗାଁରେ ଥିବା ଶରତ ମଲ୍ଲିକଙ୍କ କେମିକାଲ୍ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି।

ଗତରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଏସିଡ୍ ଓ ଫିନାଇଲ୍ ଜଳିଯାଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।



from Odisha Reporter https://ift.tt/35r7iDC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages