LG ଲଞ୍ଚ୍ କଲା ନିଜର ପ୍ରଥମ ଡୁଆଲ୍‌ ଡିସ୍‌ପ୍ଲେ ସ୍ମାର୍ଟଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

LG ଲଞ୍ଚ୍ କଲା ନିଜର ପ୍ରଥମ ଡୁଆଲ୍‌ ଡିସ୍‌ପ୍ଲେ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: LG ଲଞ୍ଚ୍ କଲା ନିଜର ପ୍ରଥମ ଡୁଆଲ ଡିସ୍‌ପ୍ଲେ ସ୍ମାର୍ଟଫୋନ୍‌ LG G8X ThinQ। ଏହି ଫୋନ୍‌ରେ ଦୁଇଟି ସ୍କ୍ରିନ୍‌  (LG Dual Screen) ଦିଆଯାଇଛି। ଫୋନ୍‌ଟିକୁ ପ୍ରଥମେ ଜର୍ମାନୀର ବର୍ଲିନ୍‌ରେ IFA 2019ରେ ଲଞ୍ଚ୍‌ କରାଯାଇଥିଲା ଏବେ ଏହାକୁ ଭାରତରେ ଲଞ୍ଚ୍‌ କରାଯାଇଛି।

ଏହି ଫୋନ୍‌ଟିର ମୂଲ୍ୟ କମ୍ପାନୀ ୪୯ ହଜାର ଟଙ୍କା ରଖିଛି।  LG Dual Screenରେ ଗୋଟିଏ ହେଉଛି ୨.୧ ଇଞ୍ଚ୍‌ର କଭର ଡିସ୍‌ପ୍ଲେ। ଏଥିରେ ନୋଟିଫିକେଶନ୍‌, ଡେଟ ଆଣ୍ଡ ଟାଇମ୍ ଓ ବ୍ୟାଟେରୀ ଲାଇଫ୍ ଦେଖିହେବ। ଏହି ଫୋନ୍‌ର ଡିସ୍‌ପ୍ଲେକୁ ୩୬୦ ଡିଗ୍ରୀ ରୋଟେଟ୍‌ କରିହେବ। ଏହି ଫୋନ୍‌ରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି। ଫୋନ୍‌ଟି ଏବେ କେବଳ ରିଟେଲ୍‌ ଷ୍ଟୋର୍‌ରେ ହିଁ ଉପଲବ୍ଧ।

LG G8X ThinQର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: 6.4 ଇଞ୍ଚ ଡୁଆଲ୍‌ ଡିସ୍‌ପ୍ଲେ
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ପ୍ଲସ (1080×2400 ପିକ୍ସେଲ୍ନ୍) ଫୁଲ୍‌ ଭିଜନ୍‌ ଡିସ୍ପ୍ଲେ ୱିଥ୍ ୱାଟରଡ୍ରପ ନଚ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ LG UX 9.0
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 855
  • ରାମ୍: 6 GB (ଏକ୍ସପାଣ୍ଡେବଲ୍‌ ଅପ୍‌ଟୁ 2TB)
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 12 MP + 13 MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4000mAh ସହ କ୍ୱାଲକମ୍‌ କ୍ୱିକ୍‌ ଚାର୍ଜ ୩.୦ ସପୋର୍ଟ
  • କଲର୍ : ଅରୋରା ବ୍ଲାକ୍


from Odisha Reporter https://ift.tt/2PKKn0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages