ଫସିଗଲେ ରଜନୀକାନ୍ତ: ଲୋକେ କହିଲେ ଶୀଘ୍ର ଗିରଫ କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ଫସିଗଲେ ରଜନୀକାନ୍ତ: ଲୋକେ କହିଲେ ଶୀଘ୍ର ଗିରଫ କର

ବେଙ୍ଗାଲୁରୁ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଫସିଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ଟାଇଗର ରିଜର୍ଭରେ ଶୁଟିଂ କରି ସେ ଫସି ଯାଇଥିବା ଜଣାପଡ଼ିଛି। ଲେକେ ଏବେ ତାଙ୍କୁ ଗିରଫ୍‌ କରିବା ପାଇଁ ଦାବି କରିଛନ୍ତି

ସୂଚନା ଅନୁଯାୟୀ, ରଜନୀକାନ୍ତ ଏବେ ଗ୍ରିଲ୍ସଙ୍କ ସହ Man Vs Wildର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ କରୁଛନ୍ତି। ତେବେ ଶୋ’ର ଶୁଟିଂକୁ ନେଇ କିଛି କାର୍ଯ୍ୟକର୍ତ୍ତା ଅସୋନ୍ତଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା,  ଶୁଟିଂ ପାଇଁ ଯେଉଁ ଦଳ ଟାଇଗର୍‌ ରିଜର୍ଭ ପାର୍କରେ ଉପସ୍ଥିତ ରହିଛନ୍ତି ସେମାନଙ୍କ ଦ୍ୱାରା ଏଠାରେ ଥିବା ପଶୁମାନଙ୍କୁ କ୍ଷତି ପହଞ୍ଚିପାରେ। ତା ଛଡ଼ା, ପାଗ ଶୁଖିଲା ଥିବାରୁ ଜଙ୍ଗଲରେ ନିଆଁ ଲାଗିଯିବାର ଆଶଙ୍କା ମଧ୍ୟ କରାଯାଉଛି। ଯଦି ସେପରି ହୁଏ ତେବେ ଏହି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିବ।

ଏହି ଘଟଣାକୁ ନେଇ ଜଣେ କାର୍ଯ୍ୟକତ୍ତା କହିଛନ୍ତି, Man Vs Wildର ଶୁଟିଂ ମୌସୁମୀ ସମୟରେ ମଧ୍ୟ ହୋଇପାରିବ। ଅନ୍ୟପକ୍ଷରେ କେତେକ ପ୍ରକୃତିପ୍ରେମୀ ଏହି ଘଟଣାକୁ ନେଇ ରଜନୀକାନ୍ତଙ୍କ ଗିରଫ ଦାବି କରିଛନ୍ତି।



from Odisha Reporter https://ift.tt/2S1wISw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages