ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁସି ହୋଇ ତାଙ୍କୁ ଏହି ଟଙ୍କା ଦେଇଛନ୍ତି।

View this post on Instagram

@Nehakakkar 😍 💕💕💕💕 . Don’t Scroll Down Without Comment Follow for more guys ✅ 👇👇👇👇👇 @neha_kakkar_fc @neha_kakkar_fc ✅👈👈👈👈👈 💥⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️ @neha_kakkar_fc @neha_kakkar_fc ✅👈👈👈👈👈 👆🏻👆🏻👆🏻👆🏿👆🏿👆🏿👆🏿 . 🙎‍♂️ 👨‍💼 Admin 👉🏻👉🏻 @hiphop.arun 🕺✅ 🙍‍♂️ #ludhiana #bollywooddance #bollywoodsongs #delhi #yoyohoneysingh #aditisharma #urvashirautela #sidharthmalhotra #deepikapadukone #salmankhan #jenniferwinget #aliabhatt #shraddhakapoor #shahidkapoor #anushkasharma #hritikroshan #ranveersingh #dishapatani #kiaraadvani #kritisanon #parineetichopra #jacquelinefernandez #priyankachopra #akshaykumar #arjunkapoor #tigershroff #tonykakkar #gururandhawa #chamba #sukhi

A post shared by NehaKakkar (@neha_kakkar_fc) on

କଥା ହେଉଛି, ୭୧ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ର ଏକ ବିଶେଷ ଏପିସୋଡ୍‌ର ଶୁଟିଂ ଚାଲିଥିଲା। ଏଥିରେ ସେନା, ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ସମ୍ମାନରେ ପ୍ରତିଯୋଗୀମାନେ ଗୀତ ଗାଇଥିଲେ। ତେବେ ଶୋ’ ଚାଲିଥିବା ସମୟରେ ନେହା ଅଗ୍ନିଶମ କର୍ମଚାରୀ ବିପିନ ଗନ୍ତ୍ରାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ।

View this post on Instagram

@Nehakakkar 😍 💕💕💕💕 . Don’t Scroll Down Without Comment Follow for more guys ✅ 👇👇👇👇👇 @neha_kakkar_fc @neha_kakkar_fc ✅👈👈👈👈👈 💥⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️ @neha_kakkar_fc @neha_kakkar_fc ✅👈👈👈👈👈 👆🏻👆🏻👆🏻👆🏿👆🏿👆🏿👆🏿 . 🙎‍♂️ 👨‍💼 Admin 👉🏻👉🏻 @hiphop.arun 🕺✅ 🙍‍♂️ #ludhiana #bollywooddance #bollywoodsongs #delhi #yoyohoneysingh #aditisharma #urvashirautela #sidharthmalhotra #deepikapadukone #salmankhan #jenniferwinget #aliabhatt #shraddhakapoor #shahidkapoor #anushkasharma #hritikroshan #ranveersingh #dishapatani #kiaraadvani #kritisanon #parineetichopra #jacquelinefernandez #priyankachopra #akshaykumar #arjunkapoor #tigershroff #tonykakkar #gururandhawa #chamba #sukhi

A post shared by NehaKakkar (@neha_kakkar_fc) on

ବିପିନ୍ ଗନ୍ତ୍ରା ଗତ ୪୦ ବର୍ଷ ହେଲା ନିଆଁ ଲିଭାଇ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି। ନେହା କହିଥିଲେ, ‘ଯେଉଁଭଳିଭାବେ ଆପଣ ନିଜ କଥା ନ ଭାବି ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇବା କାମ କରୁଛନ୍ତି, ତାହା ପ୍ରଶଂସା ଯୋଗ୍ୟ। ମୁଁ ବର୍ଣ୍ଣନା କରିପାରିବିନି ଯେ ଆପଣଙ୍କୁ ଭେଟି ମୁଁ କେତେ ଖୁସି। ଆପଣଙ୍କୁ ମୁଁ ୨ ଲକ୍ଷ ଟଙ୍କା ଦେବାକୁ ଚାହୁଁଛି।” ନେହାଙ୍କ ଏହି କଥା ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

View this post on Instagram

@Nehakakkar 😍 💕💕💕💕 . Don’t Scroll Down Without Comment Follow for more guys ✅ 👇👇👇👇👇 @neha_kakkar_fc @neha_kakkar_fc ✅👈👈👈👈👈 💥⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️⚡️ @neha_kakkar_fc @neha_kakkar_fc ✅👈👈👈👈👈 👆🏻👆🏻👆🏻👆🏿👆🏿👆🏿👆🏿 . 🙎‍♂️ 👨‍💼 Admin 👉🏻👉🏻 @hiphop.arun 🕺✅ 🙍‍♂️ #ludhiana #bollywooddance #bollywoodsongs #delhi #yoyohoneysingh #aditisharma #urvashirautela #sidharthmalhotra #deepikapadukone #salmankhan #jenniferwinget #aliabhatt #shraddhakapoor #shahidkapoor #anushkasharma #hritikroshan #ranveersingh #dishapatani #kiaraadvani #kritisanon #parineetichopra #jacquelinefernandez #priyankachopra #akshaykumar #arjunkapoor #tigershroff #tonykakkar #gururandhawa #chamba #sukhi

A post shared by NehaKakkar (@neha_kakkar_fc) on

ସୂଚନାଯୋଗ୍ୟ, ଏହି ରିଆଲିଟି ଶୋ’ର ଚଳିତ ସିଜିନ୍‌ରେ ନେହା ଦୁଇ ଜଣ ପ୍ରତିଯୋଗୀଙ୍କୁ ମୋଟ ୩ ଲକ୍ଷ ଟଙ୍କା ଦେଇଛନ୍ତି। ଯେତେବେଳେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ଟଙ୍କା ନଥିବାରୁ ପାଞ୍ଚ-ଛଅ ବର୍ଷ ହେଲାଣି ଦୀପାବଳିରେ ଘରକୁ ଯାଇ ନାହାନ୍ତି ସେତେବେଳେ ନେହାଙ୍କ ହୃଦୟ ତରଳି ଯାଇଥିଲା। ସେ ତାଙ୍କୁ ଲକ୍ଷେ ଟଙ୍କା ଦେଇ ଦୀପାବଳି ପାଳିବାକୁ ଘରକୁ ପଠାଇଥିଲେ। ଏହା ବ୍ୟତୀତ ଶୋ’ର ଆଉ ଜଣେ ପ୍ରତିଯୋଗୀ ସନି ହିନ୍ଦୁସ୍ତାନୀଙ୍କ ଦୁଃଖଭରା କାହାଣୀ ଶୁଣି ନେହାଙ୍କ ଆଖିରୁ ଲୁହ ଆସିଯାଇଥିଲା ଓ ସେ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସନି ସଙ୍ଗୀତ ନିର୍ଦ୍ଦେଶକ ରୋଶନ୍‌ ଅଲ୍ଲୀଙ୍କ ସହ କାମ କରୁଥିଲେ। ତେବେ କିଛି ଦିନ ପରେ ଖରାପ ସ୍ୱାସ୍ଥ୍ୟ ଯୋଗୁ ତାଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଥିଲା। ଆଉ ତା’ପରଠୁ ସେ ସଂଘର୍ଷ କରୁଛନ୍ତି। ରୋଶନଙ୍କ ଏ କାହାଣୀ ଶୁଣି ନେହା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

from Odisha Reporter https://ift.tt/36plJrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages