ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ତଣ୍ଡ ଗଣିବେ ୫୦୦୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ତଣ୍ଡ ଗଣିବେ ୫୦୦୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଗୋ ପାଳକ ସାବଧାନ। ଏଣିକି ରାସ୍ତାକୁ ଗୋରୁଗାଈ ଛାଡି ଧରାପଡିଲେ ଦେବେ ୫ ହଜାର ଟଙ୍କା ଫାଇନ୍।  ବୁଲା ଗୋରୁଗାଈଙ୍କ ଉପରେ କଡା ନଜର ରଖିବ ବିଏମସି । ଯଦି କେଉଁ ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତାହେଲେ ସେମାନଙ୍କୁ ବିଏମସିର ଟିମ୍ ଧରିନେଇ କାଞ୍ଜିଆ ହୁଦାରେ ରଖିବେ  ଗୋରୁ ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଫାଇନ ଗଣିବେ ଗୋ-ପାଳକ।

ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ଗୋପାଳକମାନେ ମାଲିକାନା ଦାବି କରିପାରିବେ।  ଯଦି ଦ୍ୱିତୀୟ ଥର ଧରାପଡେ, ତାହେଲେ ସମ୍ପୃକ୍ତ ଗୋରୁଗାଈକୁ ପଡୋଶୀ ଜିଲ୍ଲାର ଯେଉଁ ସ୍ୱଂୟ ସହାୟକ ଗୋଷ୍ଠୀ ଡାଏରୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।



from Odisha Reporter https://ift.tt/3b2vwY3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages