କଟକରେ ପାଣ୍ଡିଆନ, ବୁଲି ଦେଖିଲେ ହାଡିଆପଠା, ସିସୋରପଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

କଟକରେ ପାଣ୍ଡିଆନ, ବୁଲି ଦେଖିଲେ ହାଡିଆପଠା, ସିସୋରପଠା

କଟକ(ଓଡ଼ିଶା ରିପୋର୍ଟର): ଆଜି ବଡ଼ି ଭୋରରୁ 5T ସଚିବ ଭି.କେ. ପାଣ୍ଡିଆନ୍ କଟକରେ ପହଞ୍ଚି ହାଡିଆପଠା ଓ ସିସୋର ପଠା ବୁଲି ଦେଖିଥିଲେ। ହାଡ଼ିଆପଠାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ। ତାଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମେ 5T ସଚିବ ମେରିଟାଇମ ମ୍ୟୁଜିୟମରେ ବୈଠକ କରିଥିଲେ । ସେଠାରେ ରୋଡ଼ ମ୍ୟାପ୍‌ର ଅନୁଧ୍ୟାନ କରିଥିଲେ।  ଏହାପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ହାଡିଆପଠା ଓ ସିସୋର ପଠା ବୁଲି ଦେଖିଥିଲେ। ତାଙ୍କ ସହ କଟକ ଜିଲ୍ଲାପାଳ, ଏସ୍‌ପି, ପୁଲିସ୍‌ କମିଶନର, ଆରଡିସି,  ଜଳସମ୍ପଦ ବିଭାଗ ସଚିବ ମଧ୍ୟ ଉପସ୍ଥିତ ଥିଲେ।



from Odisha Reporter https://ift.tt/30OkSPN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages