ଜୟପୁର: ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଜେକେ ଲୋନ ହସ୍ପିଟାଲରେ ଆଜି ପୁଣି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଫଳରେ ୩୬ ଦିନ ମଧ୍ୟରେ ଶିଶୁ ମୃତ୍ୟୁସଂଖ୍ୟା ୧୧୦ ଛୁଇଁଛି।
ଶିଶୁ ମୃତ୍ୟୁକୁ ନେଇ ରାଜନୀତି ଜୋରଧରିଥିବା ବେଳେ ସରକାର ପେଡି୍ରାଟ୍ରିକ୍ସ ବିଭାଗର ମୁଖ୍ୟ ଅମ୍ରିତଲାଲ ବାଇରୱଙ୍କୁ ହଟାଇ ଦେଇଥିବା ଖବର ମିଳିଥିଲା। ତେବେ କୋଟା ହସ୍ପିଟାଲର ପ୍ରିନ୍ସିପାଲ ଓ ନିୟନ୍ତ୍ରକ ଡା.ବିଜୟ ସରଦାନା ଏହି ଖବରକୁ ଖଣ୍ଡନ କରିଛନ୍ତି।
from Odisha Reporter https://ift.tt/2Qr6vxn
No comments:
Post a Comment