ପଡ଼ୋଶୀ ଘର ଝିଅକୁ ବିବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ପଡ଼ୋଶୀ ଘର ଝିଅକୁ ବିବାହ

ପପୁ ଘର ପାଖରେ ଥିବା ପଡ଼ୋଶୀ ଘର ଝିଅର ବାହାଘର ହେଉଥିଲା। ଝିଅ ବିଦା ହେଉଥିବା ସମୟରେ ବାପାମା’ ବହୁତ କାନ୍ଦୁ ଥିବା ପପୁ ଦେଖିଲା। ଏସବୁ ଦୃଶ୍ୟକୁ ପପୁ ଦେଖି ପାରିଲା ନାହିଁ ଏବଂ ଝିଅର ବାପାଙ୍କ କାନରେ ଯାଇ କହିଲା, ଯଦି ଏତେ ଚିନ୍ତା ଥିଲା, ତେବେ ମୋ ସାଙ୍ଗରେ ଝିଅର ବାହାଘର କରିଲ ନାହିଁ କାହିଁକି ? ଏକଥା ଶୁଣିବା ପରେ ସେଦିନ ପପୁକୁ ଏତେ ମାଡ଼ ପଡ଼ିଲା ଯେ ସେ ଏପର୍ଯ୍ୟନ୍ତ କାନ୍ଦୁଛି।



from Odisha Reporter https://ift.tt/35BMYib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages