ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ରାୟଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଗତକାଲି ରାତିରେ ପୁଲିସ୍ ତାଙ୍କୁ ଘରୁ ଉଠାଇ ନେଇଥିଲା। ପୁଲିସ୍ ଏହି ଘଟଣାରେ ତାଙ୍କୁ ପଚରାଉଚରା ଜାରି ରଖିଛି।
ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟ୍ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ସେ ବିଜେଡିରେ ଯୋଗ ଦେଇଥିଲେ।
from Odisha Reporter https://ift.tt/2tXaXvo
No comments:
Post a Comment