ହିନ୍ଦୁସ୍ତାନ୍‌ କପର୍‌ରେ ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ହିନ୍ଦୁସ୍ତାନ୍‌ କପର୍‌ରେ ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ୍‌ କପର୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ ଫେବ୍ରୁ ଆରୀ ଆବେଦନର ଶେଷ ତାରିଖ ରହିଛି।

ପଦବୀର ନାଁ ଓ ଖାଲିଥିବା ସ୍ଥାନ ସଂଖ୍ୟା 

ମୋଟ ପଦବୀ- ୧୬୧

ମେଟ୍‌ (ମାଇନ୍ସ୍‌)- ୩୦

ବ୍ଲାଷ୍ଟର-୩୦

ଫିଟର୍ -୨୫

ଟର୍ଣ୍ଣର-୫

ୱେଲଡର୍‌- ୧୫

ଇଲେକ୍ଟ୍ରିସିଆନ୍‌- ୩୬

ଡ୍ରାଫ୍ଟସ୍‌ ମ୍ୟାନ୍‌ – ୫

ଡିଜେଲ୍‌ ମେକାନିକ୍‌ – ୧୦

ପମ୍ପ୍‌ ଅପରେଟର ମେକାନିକ୍‌ -୧

କମ୍ପ୍ୟୁଟର ଅପରେଟର ଆଣ୍ଡ ପ୍ରୋଗ୍ରାମିଙ୍ଗ୍‌ ଆସିଷ୍ଟାଣ୍ଟ -୨

ୱେୟାର୍‌ ମ୍ୟାନ୍‌ – ୨

ଯୋଗ୍ୟତା

ମେଟ୍‌, ବ୍ଲାଷ୍ଟର ପଦବୀ ପାଇଁ ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ। ଅନ୍ୟସବୁ ପଦବୀ ପାଇଁ ଦଶମ ପାସ୍ କରିବା ସହିତ ଆବେଦନକାରୀଙ୍କର ଆଇଟିଆଇ ସାର୍ଟିଫିକେଟ୍‌ ରହିଥିବା ଆବଶ୍ୟକ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍‌ ଆଧାରରେ ହିଁ ଚୟନ କରାଯିବ।

ବୟସସୀମା

  • ସର୍ବନିମ୍ନ ବୟସ ୧୮ ବର୍ଷ
  • ସର୍ବାଧିକ ବୟସ ୩୦ ବର୍ଷ
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ବୟସସୀମା ୩ ବର୍ଷ କୋହଳ କରାଯାଇଛି।

ଅଧିକ ସୂଚନା ପାଇଁ ଆବେଦନକାରୀ apprenticeship.gov.in ୱେବସାଇଟ୍‌କୁ ଯା’ନ୍ତୁ।



from Odisha Reporter https://ift.tt/36SN6u6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages