ମାଛ ଧରା ଜାଲ଼ରେ ପଡିଲା ସାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ମାଛ ଧରା ଜାଲ଼ରେ ପଡିଲା ସାର୍କ

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ମାଛ ଧରା ଜାଲରେ ପଡିଲା ସାର୍କ । ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ଧୀବରଙ୍କ ଜାଲରେ ଏକ ବିରାଟ ସାର୍କ ମାଛ ପଡିଥିଲା। ଜୀବନ୍ତ ଅବସ୍ଥାରେ ଧୀବରମାନେ ତାକୁ ଧରିଥିଲେ।

ଏତେ ବଡ଼ ସାର୍କ ମାଛ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା । ପରେ କିଛି ମତ୍ସ୍ୟଜୀବୀ ଏହି ସାର୍କ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡି ଦେଇଥିଲେ।



from Odisha Reporter https://ift.tt/38RHguE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages