ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ

ପୁରୀ(ଓଡ଼ିଶା ରିପୋର୍ଟର): ଦେବଦେବ ମହାଦେବଙ୍କ ପବିତ୍ର ଜାଗର ପାଇଁ ପୁରୀ ଶ୍ରୀଲୋକନାଥ ପୀଠରେ ଏଥର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ ।

ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ । ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ, ସୁନାରୂପା ଆଦି କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଏହି ତିଥିରେ ପଙ୍କୋ ଉଦ୍ଧାର କରାଯାଇଥାଏ । ପଙ୍କ ଉଦ୍ଧାର କରାଯିବା ପରେ ଭକ୍ତମାନେ ସଂପୂର୍ଣ୍ଣ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।



from Odisha Reporter https://ift.tt/2P6SLXt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages