ରାଜ୍ୟରେ ୫୯୫୦ ଭିକାରି, କଟକରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ରାଜ୍ୟରେ ୫୯୫୦ ଭିକାରି, କଟକରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସବୁଠୁ ଅଧିକ ଭିକାରି ଅଛନ୍ତି କଟକ ଜିଲ୍ଲାରେ । ଆଉ ଏହି ତାଲିକାର ସବୁଠୁ ତଳେ ରହିଛି ଖୋର୍ଦ୍ଧା ଜିଲ୍ଲା। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି ଯେ ରାଜ୍ୟରେ ମୋଟ  ୫୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ସୁନ୍ଦରଗଡ଼ରେ ୪୨୩ ଭିକାରି ଥିବା ବେଳେ ପୁରୀରେ ଅଛନ୍ତି ୩୬୬ ଜଣ ଭିକାରି।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ କଟକରେ ସର୍ବାଧିକ ଭିକାରି ଥିଲେ। ହେଲେ ସବୁଠୁ କମ୍‌ ଭିକାରି ଦେବଗଡ଼ ଜିଲ୍ଲାରେ ଥିବା ବିଧାନସଭାରେ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ।



from Odisha Reporter https://ift.tt/2uOdsAn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages