ଘର ଘର ବୁଲି ପଟ୍ଟା ବାଣ୍ଟିଲେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ଘର ଘର ବୁଲି ପଟ୍ଟା ବାଣ୍ଟିଲେ ମନ୍ତ୍ରୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବାସହୀନମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଭୂମି ଅଧିକାର ଆଇନ୍ ମାଧ୍ୟମରେ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି।

ଭୂମି ହୀନମାନେ ଦିର୍ଘ ଦିନ ହେଲା ଟିଟିଲାଗଡ଼ର ଏହି ଅଞ୍ଚଳରେ ବସବାସ କରିଆସୁଥିଲେ । ହେଲେ ପଟ୍ଟା ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରେ ରଖି ମନ୍ତ୍ରୀ ଘର ଘର ବୁଲି ପଟ୍ଟା ବଣ୍ଟନ କରିଛନ୍ତି।



from Odisha Reporter https://ift.tt/2I68NwS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages