ପପୁ : ଆଚ୍ଛା ଗପୁ କହିଲୁ ଦେଖି ଝିଅଙ୍କର କ’ଣ କିଛି ଅଦ୍ଭୁତ କ୍ଷମତା ଅଛି ?
ଗପୁ : ହଁ ଅଛି, ତୁ ଜାଣିନୁ କି ?
ପପୁ : କ’ଣ ?
ଗପୁ : ପାଖପଡ଼ିଶା ଓ ଉପରତଳେ ରହୁଥିବା ଲୋକଙ୍କ ବାସନରୁ ନିଜ ବାସନକୁ ଖୋଜି ଆଣିବା ଝିଅଙ୍କର ଏକ ଅଦ୍ଭୁତ କ୍ଷମତା, ଯାହାକୁ କୋଉ ପୁଅ କରିପାରିବେନି।
from Odisha Reporter https://ift.tt/2UokWEV
No comments:
Post a Comment