ଆଜିଠୁ ଭୁବନେଶ୍ୱରରୁ ବାରାଣସୀ ବିମାନ ଚଳାଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ଆଜିଠୁ ଭୁବନେଶ୍ୱରରୁ ବାରାଣସୀ ବିମାନ ଚଳାଚଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ। ଇଣ୍ଡିଗୋ ଏଟିଆର-୭୨ ଆଜି ରାତି ୯ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ୯ଟା ୪୫ରୁ ଉଡ଼ାଣ ଆରମ୍ଭ କରିବ। ରାତି ୧୧ଟା ୪୦ରେ ବାରାଣସୀରେ ପହଞ୍ଚିବ।

ଏହି ବିମାନରେ ମୋଟ୍ ୭୨ ଜଣ ଯାତ୍ରୀଙ୍କ  ଯାତ୍ରା ପାଇଁ ସୁବିଧା ରହିଛି। ଦୁଇ ପର୍ଯ୍ୟଟନ ସହର ମଧ୍ୟରେ ବିମାନ ସେବା ଲାଗି ଦୀର୍ଘଦିନରୁ ଦାବି ହେଉଥିବା ବେଳେ ଆଜି ଏହା ସାକାର ହେବାକୁ ଯାଉଛି।



from Odisha Reporter https://ift.tt/2PAaXci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages