କୁଆପଥର ମାଡ଼ରେ ଭାଙ୍ଗିଲା ଆଜବେଷ୍ଟସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

କୁଆପଥର ମାଡ଼ରେ ଭାଙ୍ଗିଲା ଆଜବେଷ୍ଟସ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ଦଣ୍ଡିମାହା, ଡବୁଲୁମାହା, ଶ୍ରାନିକେତା ଓ ଡିପୁମାହା ଆଦି ଅଞ୍ଚଳବାସୀ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ତେବେ ବଡ଼ ବଡ଼ କୁଆପଥର ପଡ଼ିବା ଯୋଗୁ ଦଣ୍ଡିମାହା ଅଞ୍ଚଳବାସୀଙ୍କ ଘରର ଆଜବେଷ୍ଟସ ଭାଙ୍ଗି ବର୍ଷା ପାଣି ପଶି ଯାଇଥିଲା। ଫଳରେ ଲୋକଙ୍କ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଅସହାୟ ପରିବାରଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଆଶ୍ରମରେ ରଖାଯାଇଛି।



from Odisha Reporter https://ift.tt/3a5eVlx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages