‘ଏପ୍ରିଲ ଫୁଲ୍‌’ ଜୋକ୍‌କୁ ପୁଲିସ୍‌ର ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

‘ଏପ୍ରିଲ ଫୁଲ୍‌’ ଜୋକ୍‌କୁ ପୁଲିସ୍‌ର ନା

ପୁଣେ: ସବୁଥର ପରି ଏଥର ଏପ୍ରିଲ ୧ରେ ‘ଏପ୍ରିଲ ଫୁଲ୍‌’ ଜୋକ୍‌ ଚଳିବନାହିଁ। ଚଳିତଥର ସ୍ଥିତି ସମ୍ବେଦନଶୀଳ ଥିବାରୁ ମହାରାଷ୍ଟ୍ରର ପୁଣେ ପୁଲିସ୍‌ ଏପରି ତାଗିଦ କରିଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ‘ଏପ୍ରିଲ ଫୁଲ୍‌’ ନାମରେ ଗୁଜବା ବା ମିଛ ଖବର ପ୍ରଚାର କରାଯାଇ ପାରିବନି। ଏପରିକି ସୋଶାଲ ମିଡିଆରେ ଆପତ୍ତିଜନକ ପ୍ରାଙ୍କ୍ ଭିଡିଓ ଭଳି ପୋଷ୍ଟ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୁଣେ ପୁଲିସ୍‌ ପକ୍ଷରୁ କୁହାଯାଇଛି, “ଏପ୍ରିଲ ୧ରେ ଲୋକେ ସାଙ୍ଗ, ପରିବାର ଲୋକ ଏବଂ ଭାଇ ଭଉଣୀଙ୍କ ସହ ଏପରି ସିରିଅସ୍‌ ମଜା କରିଥା’ନ୍ତି। କିନ୍ତୁ କରୋନା ଭାଇରସ୍‌ ପାଇଁ ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ମଜା ଅନ୍ୟ କାହା ପାଇଁ କ୍ଷତି ନଆଣୁ। ଏଥିପାଇଁ ଦ୍ୱନ୍ଦ୍ୱ ଉପୁଜି ହିଂସାର କାରଣ ପାଲଟିବାର ଥିବାରୁ ଲୋକେ ସୋଶାଲ ମିଡିଆରେ ଏପରି ଖବର ବା ତଥ୍ୟ ଦେବାରୁ ଦୂରେଇ ରୁହନ୍ତୁ।”



from Odisha Reporter https://ift.tt/341FgPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages