କରୋନା ସତର୍କତା: ଘରେ ବସି ଅର୍ଡର କରିହେବ ଅତ୍ୟାବଶ୍ୟକ ସାମଗ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

କରୋନା ସତର୍କତା: ଘରେ ବସି ଅର୍ଡର କରିହେବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ବେଳେ ରାଜଧାନୀବାସୀଙ୍କୁ ହୋମ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏନେଇ ବିଏମସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି।

ଏହିସବୁ ମଲ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା  ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ବିଏମସି ପକ୍ଷରୁ ମଲ ନାମ ସହ ଏହାର ଠିକଣା ଓ ମ୍ୟାନେଜରଙ୍କ ନମ୍ବର ସହ ପୂରା ତାଲିକା ପ୍ରକାଶ ପାଇଛି। ଦିଆଯାଇଥିବା ହ୍ୱାଟସ୍‌ ଅପ ନମ୍ବରରେ ଗ୍ରାହକମାନେ ସାମଗ୍ରୀ ଓ ପରିମାଣ ଅର୍ଡର କରିପାରିବେ। ଜିନିଷ ପହଞ୍ଚିଲା ପରେ ଗ୍ରାହକ  ପେମେଣ୍ଟ କରି ପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2UjusIK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages