କରେନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଦିଲ୍ଲୀର ୬ ଡାକ୍ତର ୪ ନର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

କରେନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଦିଲ୍ଲୀର ୬ ଡାକ୍ତର ୪ ନର୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର ବିଷୟ। ଯେଉଁଥିରୁ ବାଦ୍ ପଡ଼ିନାହାନ୍ତି ଡାକ୍ତର ଓ ନର୍ସ। ଦିଲ୍ଲୀ ରାମମନୋହର ହସ୍ପିଟାଲ (ଆରଏମଏଲ)ର ୬ ଜଣ ଡାକ୍ତର ଓ ୪ ଜଣ ନର୍ସ ଏବେ ଏକାନ୍ତବାସରେ ରହିଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଏହି ଡାକ୍ତର ଓ ନର୍ସ ଆସିଥିଲେ। ତେଣୁ ଏ ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇଛି। ହସ୍ପିଟାଲ ତରଫରୁ ଏବାବଦରେ ସୂଚନା ଦିଆଯାଇଛି।

ଅନ୍ୟପଟେ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ୨୯ ମାର୍ଚ୍ଚରେ ଏକା ସାଙ୍ଗରେ ୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାସହିତ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ୨ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ମୁମ୍ବାଇର ୪ ଡାକ୍ତର ଏବଂ କେରଳର କିଛି ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ବ୍ୟାପୁଥିବା ଦେଖି ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି।



from Odisha Reporter https://ift.tt/2xAL59S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages