‘କୋରନା’ ସମ୍ପର୍କରେ ସଚେତନ କରାଇବାକୁ ଗୀତର ସାହାରା ନେଲେ ଆଇପିଏସ୍‌ ସାରା ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

‘କୋରନା’ ସମ୍ପର୍କରେ ସଚେତନ କରାଇବାକୁ ଗୀତର ସାହାରା ନେଲେ ଆଇପିଏସ୍‌ ସାରା ଶର୍ମା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବିଶ୍ୱରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୮ ପହଞ୍ଚିଲାଣି। ‘କୋରନା’ ଠାରୁ କିପରି ମାନବ ସମାଜ ମୁକ୍ତି ପାଇବ ସେଥିପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି। ତେବେ ଗଜପତି ଜିଲ୍ଲା ଏସ୍‌ପି ସାରା ଶର୍ମା  ଗୀତ ଗାଇ ଲୋକଙ୍କୁ ‘କୋରନା’ ସମ୍ପର୍କରେ ସଚେତନ କରାଇଛନ୍ତି। ସେ ଗୀତ ମାଧ୍ୟମରେ ଲୋକଙ୍କୁ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ଅବଲମ୍ୱନ କରିବା ବୁଝାଇଥିବା ବେଳେ ସରକାରଙ୍କ ସମସ୍ତ କରୋନା ସତର୍କତା ବାର୍ତ୍ତା ବିଷୟରେ ବି ଅବଗତ କରିବାକୁ ଚେଷ୍ଟା କରିଛନ୍ତି।

ଏହି ଗୀତରେ ସାରା ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ ମଧ୍ୟ ସ୍ୱର ଦେଇଛନ୍ତି। ଏହି ଗୀତ ସୋଶାଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି। ଦୁଇ ଦିନ ପୂର୍ବରୁ ସାରା ଶର୍ମା ପାରଳାଖେମୁଣ୍ଡିର ବିଭିନ୍ନ ଏଟିଏମ ବୁଲି ସାନିଟାଇଜର ବ୍ୟବହାର କରିବାକୁ ଓ ହାତ ଧୋଇବାକୁ ଲୋକଙ୍କୁ ସଚେତନ କରାଇଥିଲେ।

ଗୀତ ଶୁଣୁନ୍ତୁ ସଚେତନ ହୁଅନ୍ତୁ।

 

Corona awareness song..Music is the best medium to make people aware and awareness is the key to beat the disease…All your lives are precious..Please take all the precautions and save yourself and the world..Prayers and wishes for the safety and good health of each one of us..In the meantime, stay at home and enjoy the song..

Sarah Sharma यांनी वर पोस्ट केले रविवार, २२ मार्च, २०२०



from Odisha Reporter https://ift.tt/2WAe0p7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages