କ୍ୱାରେଣ୍ଟାଇନରେ ରହିଲେ କେରଳରୁ ଫେରିଥିବା ୯ ଦାଦନ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

କ୍ୱାରେଣ୍ଟାଇନରେ ରହିଲେ କେରଳରୁ ଫେରିଥିବା ୯ ଦାଦନ ଶ୍ରମିକ

ରାୟଗଡ଼ା(ମନୋଜ ପାତ୍ର): କେରଳରୁ ଫେରିଥିବା ୯ ଦାଦନ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ରାୟଗଡାର ଏକ ଲଜ୍‌ରେ କେରଳରୁ ଫେରିଥିବା କିଛି ଦାଦନ ଶ୍ରମିକ ରହୁଥିବା ଖବର ପାଇ ଗତକାଲି ରାତିରେ ସ୍ୱତନ୍ତ୍ର କରୋନା ସ୍କାର୍ଡ ପକ୍ଷରୁ ଚଢଉ କରାଯାଇଥିଲା। ଦାଦନ ଶ୍ରମିକମାନେ କେରଳର କେଉଁ ଅଞ୍ଚଳକୁ ଯାଇଥିଲେ କାହା ସହ ମିଶିଥିଲେ ସେ ନେଇ ପଚରାଉଚରା କରାଯାଇଥିଲା ।

ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେହି ଲଜ୍‌ରେ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ରାୟଗଡା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।



from Odisha Reporter https://ift.tt/2IYHzJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages