କରୋନା କଟକଣା ମାନିଲେନି : ଦୁଇ ଔଷଧ ଦୋକାନ ବନ୍ଦ କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

କରୋନା କଟକଣା ମାନିଲେନି : ଦୁଇ ଔଷଧ ଦୋକାନ ବନ୍ଦ କଲା ପ୍ରଶାସନ

ଖୋର୍ଦ୍ଧା(ବଳରାମ ଲେଙ୍କା): କରୋନା ମୁକାବିଲା ପାଇଁ  ସାମାଜିକ ଦ୍ୱରତ୍ୱ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ କିଛି ସ୍ଥାନରେ ସାମାଜିକ ଦ୍ୱରତ୍ୱ ଠିକ୍ ପାଳନ ହେଉ ନଥିବା ଦେଖିବାକୁ ମିଳିଛି।

ଖୋର୍ଦ୍ଧା ସହରର କିଛି ଔଷଧ ଦୋକାନ ଆଗରେ ପ୍ରବଳ ଭିଡ଼ ହେଉଥିବାରୁ ବାରମ୍ୱାର ଜିଲ୍ଲା ପ୍ରଶାସନ ଚେତାବନୀ ଦେବା ସତ୍ତ୍ୱେ ବ୍ୟବସାୟୀମାନେ ମାନି ନଥିଲେ। ଫଳରେ ଆଜି ଖୋର୍ଦ୍ଧା ପୌର ପ୍ରଶାସନ ୨ଟି  ଔଷଧ ଦୋକାନକୁ ବନ୍ଦ କରି ଦେଇଛି। ଏହି  ନିୟମକୁ ନମାନିଲେ ଆଗକୁ  ଅନ୍ୟ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି।



from Odisha Reporter https://ift.tt/3ajsMo9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages