ଆଲିଆ ଜଣେ ବଡ଼ ବୈଜ୍ଞାନିକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଆଲିଆ ଜଣେ ବଡ଼ ବୈଜ୍ଞାନିକ !

ଶିକ୍ଷକ– ଜଣେ ବଡ଼ ବୈଜ୍ଞାନିକ ନାଁ କୁହ।
ରାମୁ- ଆଲିଆ ଭଟ୍ଟ।
ଶିକ୍ଷକ– ତତେ ଟିକେ ଲାଜ ଲାଗୁନି, ଶେଷକୁ ଏଇଟା କହିଲୁ ମୂର୍ଖ।
ଶାମୁ- ସାର୍‌ ରାଗନ୍ତୁନି। ରାମୁ ‘ଆର୍ଯ୍ୟଭଟ୍ଟ’ କହୁଛି। ତା’ ପାଟି ଟିକେ ଲାଗେ।



from Odisha Reporter https://ift.tt/2JvAHDm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages