ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍’ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ‘ମୋ ବସ୍’ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆର୍ୟୁଟି)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ବର୍ତ୍ତମାନ ‘ମୋ ବସ୍’ ଯୋଜନାରେ ମୋଟ ଗାଇଡ୍ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳା ଅଛନ୍ତି ଯେଉଁମାନେ ଯାତ୍ରୀଙ୍କୁ ସେବା ଯୋଗାଉଛନ୍ତି। ସେମାନଙ୍କ ଯୋଗୁ ‘ମୋ ବସ୍’ ସେବା ଆହୁରି ସୁଦୃଢ଼ ହୋଇପାରିଛି ବୋଲି ସିଆର୍ୟୁଟି ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2TwnK1A
No comments:
Post a Comment