ଅଙ୍ଗୁଳି କାଟିଲେ ଚିକିତ୍ସିତ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ଅଙ୍ଗୁଳି କାଟିଲେ ଚିକିତ୍ସିତ ଯୁବକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ତାଙ୍କ ନାଁ ଗଙ୍ଗା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିଆଡ଼ିମାଳ ଅଞ୍ଚଳରେ ବୋଲି ଜଣାଯାଇଛି।

ଯୁବକଜଣକ ଗତ ୯ ତାରିଖରେ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ଥିଲେ। ଆଜି ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ସେଠାରେ ସେ ଏକ ଧାରୁଆ ବ୍ଲେଡ଼ରେ ତାଙ୍କ ଆଙ୍ଗୁଠିଗୁଡିକୁ କାଟି ଦେଇଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ସେ ୱାର୍ଡକୁ ଯାଇଥିବା ବେଳେ ପରିବାର ଲୋକେ ଦେଖି ତାଙ୍କୁ କଜୁଆଳିଟିରେ ଆଣି ଚିକିତ୍ସା କରାଇଥିଲେ।



from Odisha Reporter https://ift.tt/33pR39x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages