କୁଳଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

କୁଳଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଳଡ଼ିହା ବନ ବିଭାଗ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଆଜି ସକାଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଖସି ପଳାଇଛି। ଗିରଫ ଶିକାରୀର ନାଁ ପବନା ସିଂ। ତା’ ଘର ବାବନ୍ଧ ଅଞ୍ଚଳରେ।

ପବନା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ଖସି ଗଲା ବେଳେ ଅନ୍ୟ ଶିକାରୀ ଜଣଙ୍କ ଛାଡ଼ି ଯାଇଥିବା ଗୋଟିଏ ବନ୍ଧୁକକୁ ବି ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି।

 



from Odisha Reporter https://ift.tt/33EzK4B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages