ପୁରୀ(ଓଡ଼ିଶା ରିପୋର୍ଟର): ଦୀପ ନିଆଁରେ ଜଳିଗଲା ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ନିଆଁ ଲାଗିଯାଇଥିବା ଗତକାଲି ଦେଖିବାକୁ ମିଳିଛି।
ଏହାସତ୍ତ୍ୱେ ସତ୍ତ୍ୱେ ନୀଳଚକ୍ର ବାନା ଅକ୍ଷତ ରହିଛି। ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓକୁ ନେଇ ବିଭିନ୍ନ ବ୍ୟକ୍ତିବିଶେଷ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।
from Odisha Reporter https://ift.tt/2Um7Q9h
No comments:
Post a Comment