ଆସିଲା Oppo Find X2 ଓ Find X2 Pro - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଆସିଲା Oppo Find X2 ଓ Find X2 Pro

ନୂଆଦିଲ୍ଲୀ: Oppo ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ସେଗୁଡ଼ିକ ହେଉଛି Oppo Find X2 ଓ Find X2 Pro। Oppo Find X2ରେ ପଞ୍ଚ୍‌ ହୋଲ୍‌ କଟଆଉଟ୍‌ ଓ ଅଲ୍ଟ୍ରାଭିଜନ୍ ‌ଏବଂ Find X2 Proରେ ପେରିସ୍କୋପ-ସେଭ୍‌ ଡିସ୍‌ପ୍ଲେ ଦିଆଯାଇଛି। ସବୁଠୁ ଭଲ କଥା ହେଉଛି ଏହି ଦୁଇଟିଯାକ ଫୋନ୍‌ରେ 5G ସପୋର୍ଟ ରହିଛି।

Oppo Find X2ର ମୂଲ୍ୟ 12GB + 256GB ଭ୍ୟାରିୟାଣ୍ଟ ପାଇଁ ଭାରତୀୟ ମୁଦ୍ରାରେ ପାଖାପାଖି ୮୩ ହଜାର ୪୦୦ ଟଙ୍କା ରହିଛି। ସେହିପରି Oppo Find X2 Proର ମୂଲ୍ୟ 12GB + 512GB ଭ୍ୟାରିୟାଣ୍ଟ ପାଇଁ ଭାରତୀୟ ମୁଦ୍ରାରେ ପାଖାପାଖି ୧ଲକ୍ଷ ୧୦୦ଟଙ୍କା ରହିଛି। Oppo Find X2କୁ ଗ୍ରାହକ ବ୍ଲାକ୍‌ ଓ ଓସିୟନ୍‌ ଏବଂ Oppo Find X2 Proକୁ ବ୍ଲାକ୍‌ ଓ ଅରେଂଜ ରଙ୍ଗରେ କିଣି ପାରିବେ।

Oppo Find X2ର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୭ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ସୁପର୍‌ ଆମୋଲେଡ୍ QHD+ (1,440×3,168 ପିକ୍ସେଲ୍) ସହ ପେରିସ୍କୋପ-ସେଭ୍‌ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: କ୍ୱାଲ୍‌କମ୍  ସ୍ନାପଡ୍ରାଗନ୍ 865
  • ରାମ୍: 12 GB
  • ଷ୍ଟୋରେଜ୍: 256GB
  • ରିୟର କ୍ୟାମେରା: 48MP + 43MP + 13MP
  • ଫ୍ରଣ୍ଟ କ୍ୟାମେରା: 32MP
  • ବ୍ୟାଟେରୀ: 4200 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ

Oppo Find X2 Proର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୭ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ସୁପର୍‌ ଆମୋଲେଡ୍ QHD+ (1,440×3,168 ପିକ୍ସେଲ୍) ସହ ପଞ୍ଚ୍‌ ହୋଲ୍‌ କଟଆଉଟ୍‌ ଓ ଅଲ୍ଟ୍ରାଭିଜନ୍ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: କ୍ୱାଲ୍‌କମ୍ SM8250 ସ୍ନାପଡ୍ରାଗନ୍ 865
  • ରାମ୍: 12 GB
  • ଷ୍ଟୋରେଜ୍: 256GB
  • ରିୟର କ୍ୟାମେରା: 48MP + 13MP + 12MP
  • ଫ୍ରଣ୍ଟ କ୍ୟାମେରା: 32MP
  • ବ୍ୟାଟେରୀ: 4260 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ

 



from Odisha Reporter https://ift.tt/39LBX0F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages