ଲଞ୍ଚ୍‌ ହେଲା Vivo Apex 2020 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଲଞ୍ଚ୍‌ ହେଲା Vivo Apex 2020

ନୂଆଦିଲ୍ଲୀ:  Vivo ଏକ ନୂଆ ଫୋନ୍‌ ଲଞ୍ଚ୍‌ କରିଛି। ଫୋନ୍‌ଟିର ନାଁ Vivo Apex 2020। କମ୍ପାନୀ ଏହାକୁ ଲାଟେଷ୍ଟ ଟେକ୍ନୋଲୋଜି ସହ ଲଞ୍ଚ୍‌ କରିଛି। ଏହା ପ୍ରଥମ ଫୋନ୍‌ ଯେଉଁଥିରେ ଇନ୍‌ଡିସ୍‌ପ୍ଲେ ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏହାର ଡିସ୍‌ପ୍ଲେରେ ଆଦୌ ନଚ୍‌ ଦିଆଯାଇନାହିଁ। ଆଉ ଏଥିରେ ଗୋଟିଏ ବି ବଟନ୍‌ ମଧ୍ୟ ଦିଆଯାଇ ନାହିଁ। ଆଉ ଏକ ବିଶେଷତ୍ତ୍ୱ ହେଉଛି ଏଥିରେ ୱାୟାରଲେସ୍‌ ଚାର୍ଜିଂର ସପୋର୍ଟ ମଧ୍ୟ ଦିଆଯାଇଛି। ଏହି ଫୋନ୍‌ରେ 5G ସପୋର୍ଟ ମଧ୍ୟ ଦିଆଯାଇଛି।

କମ୍ପାନୀ Vivo Apex 2020କୁ ଚଳିତ ବର୍ଷର କନ୍‌ସେପ୍ଟ ଫୋନ୍‌ ଭାବେ ଲଞ୍ଚ୍‌ କରିଛି। ଏହାର କେବଳ ୧୨ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ହିଁ ଲଞ୍ଚ୍‌ ହୋଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହାର ବିକ୍ରି ଆରମ୍ଭ କରିନାହିଁ କି ଏହାର ମୂଲ୍ୟ ବିଷୟରେ ଘୋଷଣା କରିନାହିଁ ।

Vivo Apex 2020ର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: 6.45 ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ସୁପର୍‌ ଆମୋଲେଡ୍ ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ୱିଥ୍‌ ୧୨୦ ଡିଗ୍ରୀ କର୍ଭ୍ଡ ୱେଜ୍‌ଲେସ୍‌ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୮୬୫
  • ରାମ୍: 12 GB
  • ଷ୍ଟୋରେଜ୍: 128 GB
  •  ରିୟର କ୍ୟାମେରା: 48MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 2,000mAh ସହ 60 ୱାଟ୍‌ର ୱାୟାରଲେସ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ


from Odisha Reporter https://ift.tt/32MvbVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages