ରାଉରକେଲାରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ରାଉରକେଲାରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲ(ଆଇଜିଏଚ୍‌)ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ କୁମାର ଚାଟାର୍ଜ ଏହାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ରାଉରକେଲା ଏଡିଏମଓ କାବୁଲି ସୁନୀଲ ନରବାଣେ ଓ ଆଇଜିଏଚର ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ପରକ୍ଷାଗାର ହେବା ଦ୍ୱାରା ଖୁବ୍‌ଶୀଘ୍ର ସ୍ୱାବ୍‌ ଟେଷ୍ଟର ରେଜଲ୍ଟ ମିଳିପାରିବ ବୋଲି ଆଇଜିଏଚ କର୍ତ୍ତୃପକ୍ଷ କହିଛନ୍ତି।



from Odisha Reporter https://ift.tt/2V7UsaC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages