ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଆଜି ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସୁକତେଲ ନଦୀ ଉପରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା।
ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଅନ୍ୟମାନଙ୍କ ଅବସ୍ଥା କିପରି ଅଛି ସେ ନେଇ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ।
from Odisha Reporter https://ift.tt/2yc8TSj
No comments:
Post a Comment