୧୪ ଦିନ ପାଇଁ କେନ୍ଦ୍ରୀୟ ଗୁଇନ୍ଦା ଅଫିସ ସିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

୧୪ ଦିନ ପାଇଁ କେନ୍ଦ୍ରୀୟ ଗୁଇନ୍ଦା ଅଫିସ ସିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସର  ଜଣେ  କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହାପରେ ସମ୍ପୂର୍ଣ୍ଣ ଅଫିସକୁ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି।   

ସଂକ୍ରମଣ  ଆଶଙ୍କାରେ ଆକ୍ରା ନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ  କାର୍ଯ୍ୟାଳୟର ଅନ୍ୟ  ସମସ୍ତ କର୍ମଚାରୀ ମଧ୍ୟ  ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି।

ଅଫିସକୁ ସିଲ କରି ଦିଆଯାଇଥିବା ବେଳେ ସମସ୍ତଙ୍କ  ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି  ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ କହିଛନ୍ତି।

 

 



from Odisha Reporter https://ift.tt/34fNQd6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages