ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ରେଲୱେ ଷ୍ଟେସନ୍ରେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍ର ୮୦ ନମ୍ବର ବଗିରେ ନିଆଁ ଲାଗି ଯାଇଥିଲା। ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନ୍ରେ କିପରି ନିଆଁ ଲାଗିଲା, ସେ ନେଇ କିଛି ସ୍ପଷ୍ଟ ହୋଇନି। ରେଲୱେ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2VLP1hN
No comments:
Post a Comment