କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିଳମ୍ବରେ ରାସନ ସାମଗ୍ରୀ ପାଇଲେ ହିତାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିଳମ୍ବରେ ରାସନ ସାମଗ୍ରୀ ପାଇଲେ ହିତାଧିକାରୀ

ନିଆଳି (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ପାଇଁ ଆଗୁଆ ରାସନ ବଣ୍ଟନ ନେଇ ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସତ୍ତ୍ୱେ ନିର୍ଦ୍ଦେଶନାମା ଜାରିର ୨୨ ଦିନ ବିଳମ୍ବରେ ଖାଦ୍ୟ ସାମଗ୍ରୀ ପାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

କଟକ ଜିଲ୍ଲା ନିଆଳି ବ୍ଲକ ସିଠାଳୋ ପଞ୍ଚାୟତ ଶାସନପଦାରେ ବହୁ ବିଳମ୍ବରେ ଖାଦ୍ୟ ସାମଗ୍ରୀ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏ ଅଞ୍ଚଳ ଜିଲ୍ଲାର ଶେଷ ସୀମା ହୋଇଥିବାରୁ ଏଠାକୁ ରାସନ ସାମଗ୍ରୀ ପହଞ୍ଚିବାରେ ବହୁ ବିଳମ୍ବ ହୋଇଥିବା ଡିଲର ପ୍ରତିମା ସ୍ୱାଇଁ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ,ଗୁରୁବାର ରାସନ ସାମଗ୍ରୀ ପହଞ୍ଚିଲା। ମୁଁ ଶୁକ୍ରବାର ସକାଳେ ଲୋକଙ୍କୁ ବଣ୍ଟନ କଲି।  ରାସନ ସାମଗ୍ରୀ  ବିଳମ୍ବ ହେବା ନେଇ  ମୁଁ  ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲି। ତେବେ ରାସନ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୂରତା ଓ ସାନିଟାଇଜ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।



from Odisha Reporter https://ift.tt/2RMvD1M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages