ଗ୍ୟାସ ଲିକ୍‌ ହୋଇ ୩ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଗ୍ୟାସ ଲିକ୍‌ ହୋଇ ୩ ଅସୁସ୍ଥ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନା CPP – 1ରେ ଗ୍ୟାସ ଲିକ୍‌ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ 3  କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ସକାଳେ ଏହି ଗ୍ୟାସ ଲିକ୍‌ ଘଟଣା ଘଟିଥିଲା । IGHରେ ଭର୍ତ୍ତି ଦୁଇ ଜଣଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କାଜୁଆଲିଟିରେ ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି । ଏହି ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡିନାହିଁ ।

୩ ଜଣିଆ ଡାକ୍ତରୀ ଦଳ ଅସୁସ୍ଥ ଦୁଇ ଜଣଙ୍କ ଚିକିତ୍ସା କରୁଛନ୍ତି। ଗ୍ୟାସ ଲିକ୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା RSP ପକ୍ଷରୁ ସୂଚନା ମିଳିଛି।



from Odisha Reporter https://ift.tt/3f2YdWL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages