ରବିବାର ସଂଧ୍ୟାରେ ଲକଡାଉନ ନେଇ ନିଷ୍ପତ୍ତି ଶୁଣାଇପାରନ୍ତି ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ରବିବାର ସଂଧ୍ୟାରେ ଲକଡାଉନ ନେଇ ନିଷ୍ପତ୍ତି ଶୁଣାଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲକଡାଉନ ବଢ଼ିବ କି ନାହିଁ ସେ ନେଇ ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିପାରନ୍ତି। ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ଲକଡାଉନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଏପ୍ରିଲ ୧୪ରେ ଲକଡାଉନର ପ୍ରଥମ ଅବଧି ଶେଷ ହେଉଛି। ଏହି ଲକଡାଉନ ଅବଧିକୁ ଆଗକୁ ବଢ଼ାଇବା ପାଇଁ ଅନେକ ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ବିଭିନ୍ନ ସ୍ଥିତିର ସମୀକ୍ଷା କରି ଲକଡାଉନର ଆବଶ୍ୟକ ରହିଛି କି ନାହିଁ ବିଚାରବିମର୍ଶ କରୁଛନ୍ତି।

ଲକଡାଉନ ବେଳେ ଜୁରରୀ ସେବା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ବାକି ସବୁ ବନ୍ଦ ରହିଛି। ତେଣୁ କେନ୍ଦ୍ର ସରକାର ଯଦି ଦ୍ୱିତୀୟ ଥର ପାଇଁ ଲକଡାଉନ ଘୋଷଣା କରିବେ ତାହେଲେ ଅନେକ ପ୍ରସଙ୍ଗରେ ସର୍ତ୍ତମୂଳକ ନିୟମ ଅନୁୟାୟୀ ଆଉ କିଛି ସେବା ଯୋଗାଇ ପାରନ୍ତି।



from Odisha Reporter https://ift.tt/2VjhDxy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages