୧୭ ଏପ୍ରିଲ୍‌, ଶୁକ୍ରବାର: କମ୍ କଥା କହିବାକୁ ଚେଷ୍ଟା କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

୧୭ ଏପ୍ରିଲ୍‌, ଶୁକ୍ରବାର: କମ୍ କଥା କହିବାକୁ ଚେଷ୍ଟା କରନ୍ତୁ

ମେଷ: ଜଟିଳ କାର୍ଯ୍ୟରେ ସୁଧାର ଆଣିପାରନ୍ତି। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଲକ୍‌ଡାଉନ୍‌ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ କାର୍ଯ୍ୟସ୍ଥଳରେ ପ୍ରଶଂସିତ ହେବେ। ଦାନ ଧର୍ମ ପ୍ରତି ମନ ବଳିବ।

ମିଥୁନ: ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ। ଉତ୍ତମ ମିତ୍ରଙ୍କ ସହ ଫୋନ ଯୋଗେ କଥା ହୋଇପାରନ୍ତି। ଧର୍ମ ଗ୍ରନ୍ଥ ପଢ଼ିବା ପାଇଁ ମନ ବଳାଇବେ।

କର୍କଟ: କାଶ ଓ କଫର ଶିକାର ହୋଇପାରନ୍ତି। କମ୍ କଥା କହିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ମାନ୍ଦା ରହିବ।

ସିଂହ: ମନୋବଳ ଦୃଢ଼ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ପାଇବେ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ।

କନ୍ୟା: ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଶାରୀରିକ ଅସୁସ୍ଥତା କୌଣସି କ୍ଷତି କରିବ ନାହିଁ। ସୁରକ୍ଷାକର୍ମୀଙ୍କୁ ସହଯୋଗ କରନ୍ତୁ।

ତୁଳା: ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ହୋଇପାରେ। ଲୋକପ୍ରିୟତା ହାସଲ କରିବେ।

ବିଛା: ଉଚ୍ଚ ପ୍ରଶଂସା ଲାଭ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ। ସରକାରୀ ସ୍ତରରୁ ଲାଭ ମିଳିବ।

ଧନୁ: ନୂତନ ବନ୍ଧୁଙ୍କ ସହ ଆଲୋଚନା ହେବ। କାର୍ଯ୍ୟ ଦକ୍ଷତା ବଢ଼ିବ। ନିଜର ଅହଙ୍କାର ଯୋଗୁ ଅପମାନିତ ହେବେ।

ମକର: ରୋଜଗାର ବୃଦ୍ଧି ହୋଇପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ରହିବ। ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ: ମନ ସ୍ଥିର ରହିବ। କର୍ମକ୍ଷେତ୍ର ସୁଦୃଢ ରହିବ। ଦିନଟି ବ୍ୟସ୍ତତା ଭିତରେ କଟିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଆୟଠାରୁ ବ୍ୟୟ ବଢ଼ିବ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଅସୁସ୍ଥ ଅନୁଭବ କରିବେ।



from Odisha Reporter https://ift.tt/3cqp8cM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages