ଆମେରିକା ଉପ ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଆମେରିକା ଉପ ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ

ୱାଶିଂଟନ: ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ମୁଖପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପ୍ରତି ସଂକ୍ରମଣ ଆଶଙ୍କା ବଢ଼ିଥିଲା। ଫଳରେ ମାଇକଙ୍କ କରୋନା ଟେଷ୍ଟ କରାଯାଇଥିଲା।

କୁହାଯାଉଥିଲା ସେ କ୍ୱାରେଣ୍ଟାଇନରେ ଅଛନ୍ତି। ହେଲେ ତାଙ୍କର ଅନ୍ୟତମ ମୁଖପାତ୍ର କହିଛନ୍ତି, ମାଇକ ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଛନ୍ତି। ସେ କ୍ୱାରେଣ୍ଟାଇନରେ ନାହାନ୍ତି ଓ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏପରି କି ସେ ଆଜିଠାରୁ ହ୍ୱାଇଟ ହାଉସକୁ ଆସି କାମ ମଧ୍ୟ କରିବେ।

ହ୍ୱାଇଟ ହାଉସକୁ ମାଇକ ଆସିବାର ଥିଲେ ହେଁ ମେଡିକାଲ ୟୁନିଟ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବେ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।



from Odisha Reporter https://ift.tt/2AirdtJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages