ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ପ୍ରସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ପ୍ରସବ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ତେଲଙ୍ଗାନାରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶିଶୁ ପୁତ୍ର ପ୍ରସବ କଲେ ମହିଳା।  ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି।

ବଲାଙ୍ଗିର ଜିଲ୍ଲା କମେଇମୁଣ୍ଡା ପଞ୍ଚାୟତର ଧୁବଲେ ନାଗଙ୍କ ପତ୍ନୀ କୁନ୍ତି ନାଗ ନିଜ ପରିବାର ସହ ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। କିନ୍ତୁ ଟ୍ରେନରେ ହିଁ କୁନ୍ତିଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ସେଠାରେ ସେ  ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ଟ୍ରେନ୍‌ଟି ବଲାଙ୍ଗିରରେ ପହଞ୍ଚିବା ପରେ ସଂପୃକ୍ତ ଶିଶୁ ଏବଂ ତାଙ୍କ ମା’ଙ୍କୁ ବଲାଙ୍ଗିର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ  ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।



from Odisha Reporter https://ift.tt/2TtZjBu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages