ଏଯାବତ ଆଇଟିବିପିର ୪୫ ଯବାନ କରୋନାରେ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଏଯାବତ ଆଇଟିବିପିର ୪୫ ଯବାନ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ଏଯାବତ ଭାରତ-ତିବ୍ବତ ସୀମାରେ ନିୟୋଜିତ ଥିବା ୪୫ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଇଟିବିପିର ଏହି ୪୫ ଯବାନ ୭୬ ଜଣ ଯବାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ଏହି ୭୬ ଜଣ ଯବାନଙ୍କୁ ଏକାନ୍ତବାସରେ ରଖାଯାଇଛି। ଆଇଟିବିପି ପକ୍ଷରୁ ଏହି ସୂଚନା ମିଳିଛି।

୪୫ ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ ଆଇଟିବିପିର ଟିଗରୀ କ୍ୟାମ୍ପର। ଏମାନେ ସମସ୍ତେ ରାଜଧାନୀ ଦିଲ୍ଲୀର ଅନ୍ତରୀଣ ସୁରକ୍ଷାରେ ନିୟୋଜିତ ଥିଲେ। ଏଥିମଧ୍ୟରୁ ଦୁଇ ଜଣ ଯବାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେହିପରି ୪୧ ଜଣଙ୍କୁ ନୋଏଡା ସିଆରପିଏଫ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ ସ୍ଥିତ ରୋହିଣୀ ପୁଲିସ ସହିତ ଦୁଇ ଆଇଟିବିପି ଯବାନ ନିୟୋଜିତ ଥିଲେ। ଦୁଇ ଯବାନ କରୋନାରେ ସଂକ୍ରମିତ ହେବାପରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ଏକାନ୍ତବାସରେ ଥିବା ୭୬ ଯବାନଙ୍କର କରୋନା ଟେଷ୍ଟ ହୋଇଛି। ରିପୋର୍ଟ ଆସିନଥିବା ଜଣାପଡ଼ିଛି।



from Odisha Reporter https://ift.tt/2WvbHC5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages