କରୋନା ଲକଡାଉନ ମଧ୍ୟରେ ଖୋଲିଲା ବଦ୍ରିନାଥ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

କରୋନା ଲକଡାଉନ ମଧ୍ୟରେ ଖୋଲିଲା ବଦ୍ରିନାଥ ମନ୍ଦିର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ବଦ୍ରିନାଇ ମନ୍ଦିର ଆଜି ଭୋର ୪.୩୦ରେ ଖୋଲିଛି। କରୋନା ଲକଡାଉନ ପାଇଁ ଦୀର୍ଘ ଦିନ ହେଲା ଏହା ବନ୍ଦ ରହିଥିଲା। ବଦ୍ରିନାଥ ମନ୍ଦିର ଖୋଲିଥିଲେ ହେଁ ଏହା ମଧ୍ୟକୁ ବାହାର ଲୋକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ।

ପ୍ରଥମ ଦିନରେ ମୁଖ୍ୟ ପୂଜକଙ୍କ ସହ ୨୭ ଜଣଙ୍କୁ ନୀତିକାନ୍ତି କରିବାକୁ ଭିତରକୁ ଛଡ଼ା ଯାଇଥିଲା। ଯୋଶୀମଠର ସବ ଡିଭିଜନାଲ ମାଜିଷ୍ଟ୍ରେଟ ଅନୀଲ ଛାନୟାଲ କହିଛନ୍ତି, “ମନ୍ଦିର ଖୋଲା ଯାଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଏହା ମଧ୍ୟକୁ ଛଡ଼ା ଯିବନାହିଁ। କରୋନା ଭାଇରସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି।”

ଏହାପୂର୍ବରୁ ଏପ୍ରିଲ ୨୯ରେ କେଦାରନାଥ ଧର୍ମପୀଠ ଖୋଲିଥିଲା। ହେଲେ ଏହା ମଧ୍ୟକୁ କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା।



from Odisha Reporter https://ift.tt/3btEZ9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages