୧୧ ମେ’, ସୋମବାର: ବିନା କାମରେ ଘରୁ ବାହାରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

୧୧ ମେ’, ସୋମବାର: ବିନା କାମରେ ଘରୁ ବାହାରନ୍ତୁ ନାହିଁ

ମେଷ: ଆଳସ୍ୟ ପରାୟଣ ହୋଇପାରନ୍ତି। ଭୋଗ ବିଳାସରେ ସମୟ ଅତିବାହିତ କରିବେ। ଧର୍ମ ପ୍ରତି ରୁଚି ବଢ଼ିବ।

ବୃଷ: ପ୍ରତିହିଂସା ପରାୟଣ ହୋଇପାରନ୍ତି। ଜଗିରଖି ଚଳିବାକୁ ପଡ଼ିବ। ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିବେ।

କର୍କଟ: ସନ୍ତାନକୁ ନେଇ ଚିନ୍ତିତ ରହିବେ। ଚାକିରିରେ ପ୍ରଶଂସା ମିଳିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ବଢିବ।

ସିଂହ: କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ସଂବେଦନ ଶୀଳତା ବଢିପାରେ।

କନ୍ୟା: ଉଦାର ସ୍ୱଭାବର ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମନ ପ୍ରସନ୍ନ ରହିବ।

ତୁଳା: ସୁଖ ସନ୍ତୋଷ ଲାଭ କରିବେ। ସାନଭାଇଠାରୁ ଆଦର ସମ୍ମାନ ମିଳିପାରେ। ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ବିଛା: ଶ୍ରମ ସାର୍ଥକ ହେବ। ମଧୁର ଭାଷା ଆପଣଙ୍କୁ ମହାନ କରି ଗଢି ତୋଳିବ। ଉତ୍ତମ ଭୋଜନ ଦ୍ୱାରା ଆପ୍ୟାୟିତ ହେବେ।

ଧନୁ: ଆୟର ମାର୍ଗ ଉନ୍ମୁକ୍ତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବିନା କାମରେ ଘରୁ ବାହାରନ୍ତୁ ନାହିଁ।

ମକର: ଏକାନ୍ତରେ ସମୟ କାଟିବାକୁ ଇଚ୍ଛା କରିବେ। ଅପମାନିତ ହୋଇପାରନ୍ତି ସତର୍କ ରୁହନ୍ତୁ। ଖର୍ଚ୍ଚ ଅଧିକ ଦେଖାଯିବ। ମିଥ୍ୟା ବଚନ କୁହନ୍ତୁ ନାହିଁ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ବଡ଼ ଭାଈଙ୍କଠାରୁ ସ୍ନେହ ଆଦର ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ମୀନ: ମାନ ସମ୍ମାନ, ପଦମର୍ଯ୍ୟଦା ବଢିବ। କର୍ମ ସଂସ୍ଥାର ଉନ୍ନତି ଘଟିବ। ପିତାଙ୍କଠାରୁ ଧନ ପ୍ରାପ୍ତିର ଯୋଗ ଅଛି।



from Odisha Reporter https://ift.tt/2WjCqmc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages