୧୩ ମେ’, ବୁଧବାର: ସକାରାତ୍ମକ ଚିନ୍ତାଧାର ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

୧୩ ମେ’, ବୁଧବାର: ସକାରାତ୍ମକ ଚିନ୍ତାଧାର ବଢ଼ିବ

ମେଷ: କର୍ମସ୍ଥାନରେ ଖୁସି ମିଳିବ। ରାଜନେତାମାନେ ବ୍ୟସ୍ତତା ଭିତରେ ଗତି କରିବେ। ବ୍ୟବସାୟ ସାଧାରଣ ରହିବ।

ବୃଷ: ପ୍ରେମ ସମ୍ବନ୍ଧ ମଜଭୂତ ହେବ। ସକାରାତ୍ମକ ଚିନ୍ତାଧାର ବଢ଼ିବ। ଅଟକିଥିବା କାମ ସଂପୂର୍ଣ୍ଣ ହେବ।

ମିଥୁନ: ମାନସିକ ତଥା ଶାରୀରିକ କଷ୍ଟ ଅନୁଭବ କରିବେ। ଗବେଷଣାତ୍ମକ କାର୍ଯ୍ୟ ପାଇଁ ଯୋଜନା କରିବେ। ପତ୍ନୀଙ୍କ ଦ୍ୱାରା ଉପକୃତ ହେବେ।

କର୍କଟ: କୌଣସି ବ୍ୟକ୍ତିଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଛାତ୍ରଛାତ୍ରୀମାନେ ଖୁସି ଖବର ପାଇବେ।

ସିଂହ: ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଉତ୍ତମ ରହିବ। ଶ୍ରମ ସାର୍ଥକ ହେବ। ରାଜନୀତିର ପରିସର ବଢ଼ିବ।

କନ୍ୟା: ନିଜ କାମକୁ ଭଲ ଭାବେ ନିର୍ବାହ କରିବେ। ଅଧିକାରୀଙ୍କ ସହ ଜରୁରୀ ଆଲୋଚନା କରିପାରନ୍ତି। ନୂଆ ସଂପର୍କ ଆରମ୍ଭ ହୋଇପାରେ।

ତୁଳା: କାମରେ ଆଶ୍ୱସ୍ତ ଅନୁଭୁବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଗୃହରେ ସାମାନ୍ୟ କଳହ ଲାଗିପାରେ।

ବିଛା: ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ନୂଆ କାମରେ ଲାଭ ହେବ। ନୂତନ ବନ୍ଧୁ ଦର୍ଶନର ଯୋଗ ରହିଛି ।

ଧନୁ: ଆକସ୍ମିକ ଧନ ବ୍ୟୟ ହୋଇପାରେ। ବାକ୍‌ ସଂଯମତା ରକ୍ଷା କରନ୍ତୁ। ପୁରୁଣା ଘରର ନିର୍ମାଣ କାର୍ଯ୍ୟ କରିପାରନ୍ତି।

ମକର: ମନ ଚଞ୍ଚଳ ରହିବ। ବ୍ୟବସାୟ ମାନ୍ଦା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: ଆୟ ଠାରୁ ବ୍ୟୟ ବଢ଼ିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ। ଅପମାନିତ ହୋଇପାରନ୍ତି।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହେବେ। ପରିଶ୍ରମର ଫଳ ଆପଣା ଛାଏଁ ମିଳିବ। ଛାତ୍ରାଛାତ୍ରୀଙ୍କ ପାଇଁ ଶୁଭ ଖବର ମିଳିବ।



from Odisha Reporter https://ift.tt/2WP6TaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages