ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ହାତ ଧରିଛନ୍ତି ଦେବୀ ପାର୍ବତୀ। ଏଥିପାଇଁ ଚଳଚଞ୍ଚଳ ହୋଇ ପଡିଥିଲା ସମ୍ବଲପୁର।
ତେବେ ଲକଡାଉନ୍ ପାଇଁ ଏଥର ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ପ୍ରତି ବର୍ଷ ଏହି ପର୍ବ ସମ୍ବଲପୁରର ବିଭିନ୍ନ ପଡ଼ାରେ ବହୁ ଆଡମ୍ବରରେ ପାଳନ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁ କେବଳ ବିଧି ମୁତାବକ ରୀତିନୀତି ହେଉଛି। ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେବଦମ୍ପତି ଯୁଗଳ ଦର୍ଶନ ଦେବେ।
from Odisha Reporter https://ift.tt/2TM5C3F
No comments:
Post a Comment