ମା’କୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ମା’କୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ମା’କୁ ପିଟି ପିଟି ମାରି ଦେଲା ପୁଅ। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଉଷକାପାଲୀ ପଞ୍ଚାୟତର ସାହାଜଵାହାଳ ଗାଁରେ। ମୃତ ବୃଦ୍ଧାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଅଭିଯୁକ୍ତଙ୍କ ନାଁ ଆର୍ତତ୍ରାଣ ବେହେରା। ସେ ଅନ୍ନପୂର୍ଣ୍ଣାଙ୍କ ସାନ ପୁଅ।

ଗତକାଲି ରାତିରେ ଆର୍ତତ୍ରାଣ ମଦ ପିଇ ଘରକୁ ଆସିଥିଲେ ଓ କୌଣସି କଥାକୁ ନେଇ ମା’ ଅନ୍ନପୂର୍ଣ୍ଣାଙ୍କୁ ଏକ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେବା ପରେ ଫେରାର ହୋଇଯାଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2LGnvfK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages